ନୂଆଦିଲ୍ଲୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ହୋଲି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ସମସ୍ତ ଦେଶବାସୀଙ୍କୁ ହୋଲିର ପବିତ୍ର ପର୍ବରେ ହାର୍ଦିକ ଶୁଭକାମନ।। ରଙ୍ଗ, ଉତ୍ସାହ, ଏକତା ଓ ସଦଭାବନାର ଏହି ମହାପର୍ବ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସୌଭାଗ୍ୟ ଆଣୁ ।
Related Stories
May 14, 2024