ରାଷ୍ଟ୍ରୀୟ ରାଜସ୍ଥାନରେ ଗତ ୨୪ ଘଂଟାରେ କରୋନାର ୨୩୮ ନୂଆ ମାମଲା desk January 17, 2021 ଜୟପୁର , ରାଜସ୍ଥାନରେ ଗତ ୨୪ ଘଂଟାରେ ୨୩୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩,୧୪,୯୨୦ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୨୭୪୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । Tags: Rajasthan Continue Reading Previous: ମୁମ୍ବାଇରେ କରୋନାର ୫୭୧ ନୂଆ ମାମଲା Next: କରୋନାରେ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୪୯ ଲକ୍ଷ ୨୧ ହଜାର ୪୩୫ ଲୋକ ସଂକ୍ରମିତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories କାଂକେର ଏନକାଉଂଟର- ନିହତ 29ରୁ 16 ନକ୍ସଲ ଚିହ୍ନଟ ରାଷ୍ଟ୍ରୀୟ କାଂକେର ଏନକାଉଂଟର- ନିହତ 29ରୁ 16 ନକ୍ସଲ ଚିହ୍ନଟ April 18, 2024 ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଭୋଟରଙ୍କୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅପିଲ ରାଷ୍ଟ୍ରୀୟ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଭୋଟରଙ୍କୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅପିଲ April 18, 2024 ଆସାମର ନଲୱାଡି ଠାରେ ଆୟୋଜିତ ବିଶାଳ ଜନସଭାରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ 1 min read ରାଷ୍ଟ୍ରୀୟ ଆସାମର ନଲୱାଡି ଠାରେ ଆୟୋଜିତ ବିଶାଳ ଜନସଭାରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ April 17, 2024