
ମକର ସଂକ୍ରାନ୍ତିର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ଦେଶବାସୀଙ୍କୁ ମକର ସଂକ୍ରାନ୍ତିରେ ଅନେକ ଅନେକ ଅଭିନନ୍ଦନ । ସୂର୍ଯ୍ୟ ଦେବଙ୍କ ଉତ୍ତରାୟଣ ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଏବଂ ଉତ୍ସାହ ସଂଚାର କରୁ ବୋଲି ପ୍ରାର୍ଥନା କରୁଛି ।
ସମସ୍ତଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ।
ଭାରତର ବିଭିନ୍ନ ଭାଗରେ ମକର ସଂକ୍ରାନ୍ତି ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି । ଏହି ଉତ୍ସାହର ପର୍ବ ଦେଶର ବିବିଧତା ଏବଂ ଆମର ଜୀବନ୍ତ ପରମ୍ପରାକୁ ଦର୍ଶାଇଥାଏ । ଏହା ମଧ୍ୟ ପ୍ରକୃତି ମାତା ପ୍ରତି ସମ୍ମାନର ମହତ୍ଵକୁ ପ୍ରତିପାଦିତ କରିଥାଏ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO