ରାଷ୍ଟ୍ରୀୟ ଜାମ୍ମୁ କାଶ୍ନୀରରେ ଗତ ୨୪ ଘଂଟାରେ କରୋନାର ୨୮୪ ନୂଆ ମାମଲା desk December 26, 2020 ଶ୍ରୀନଗର , ଜାମ୍ମୁ କାଶ୍ନୀରରେ ଗତ ୨୪ ଘଂଟାରେ ୨୮୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ଜାମ୍ମୁ କାଶ୍ନୀରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୧୯,୬୨୮ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୧,୮୬୧ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । Tags: Jammu Kashmir Continue Reading Previous: ଆସାମରେ କରୋନାର ମାମଲା ୨,୧୧,୩୭୮ ରେ ପହଂଚିଲା Next: କର୍ଣାଟକରେ ଗତ ୨୪ ଘଂଟାରେ ୮୫୭ କରୋନାର ନୂଆ ମାମଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ ରାଷ୍ଟ୍ରୀୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ January 22, 2025 ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖରେ ଥଣ୍ଡାର ପ୍ରଭାବ ଜାରି 1 min read ରାଷ୍ଟ୍ରୀୟ ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖରେ ଥଣ୍ଡାର ପ୍ରଭାବ ଜାରି January 21, 2025 ଆରଜି କର :କେବଳ ସଞ୍ଜୟ ନୁହଁନ୍ତି,ପୋଲିସ ଏବଂ ହସ୍ପିଟାଲ ପ୍ରଶାସନ ସମ୍ପର୍କରେ ଜଜ ତାଙ୍କର ନିଷ୍ପତ୍ତିରେ ଲେଖିଛନ୍ତି ଗମ୍ଭୀର ବିଷୟ 1 min read ରାଷ୍ଟ୍ରୀୟ ଆରଜି କର :କେବଳ ସଞ୍ଜୟ ନୁହଁନ୍ତି,ପୋଲିସ ଏବଂ ହସ୍ପିଟାଲ ପ୍ରଶାସନ ସମ୍ପର୍କରେ ଜଜ ତାଙ୍କର ନିଷ୍ପତ୍ତିରେ ଲେଖିଛନ୍ତି ଗମ୍ଭୀର ବିଷୟ January 21, 2025