ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ବାଂଲାଦେଶୀ ସମକକ୍ଷ ଶେଖ ହାସିନାଙ୍କ ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ବୈଠକ ହେବାକୁ ଯାଉଛି । ଏହି ଅନଲାଇନ ସମ୍ମିଳନୀ ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ୫୫ ବର୍ଷ ପରେ ସୀମା-ଆରପାରିରେ ରେଳ ଚଳାଚଳ କରିବା ନେଇ ସହମତି ହୋଇପାରେ ।