October 29, 2026

ଓଡିଶା

ନୂଆଦିଲ୍ଲୀ– ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଗୋକୁଲପୁରୀ ହତ୍ୟା ଓ ଦଙ୍ଗା ମାମଲାରେ ଅଭିଯୁକ୍ତ ଶାହନାୱାଜଙ୍କୁ ଶନିବାର ଦିନ ଗିରଫ କରିଛି। ଶାହନାୱାଜ ଦିଲବର ନେଗିଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଦଙ୍ଗା ସମୟରେ ପଞ୍ଜୀକୃତ ହୋଇଥିବା ବିଭିନ୍ନ  ମାମଲାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ନେଗିଙ୍କୁ ହତ୍ୟା ମାମଲାରେ  ଶାହନୱାଜକୁ ଗିରଫ କରିଛି । କ୍ରାଇମ ବ୍ରାଂଚ ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଫେବୃଆରୀ 26 ରେ ବ୍ରହ୍ମପୁରୀରୁ ଉତ୍ତରପ୍ରଦେଶର ଦିଲବର ସିଂ ନେଗିଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା .
ନୂଆଦିଲ୍ଲୀ / ମୁମ୍ବାଇ-  ଦେଶର ସର୍ବବୃହତ ତଥା ସରକାରୀ କ୍ଷେତ୍ରର  ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ୟେସ ବ୍ୟାଙ୍କର 49 ପ୍ରତିଶତ ଶେୟାର  କିଣି...
କଟକ– କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗତକାଲି ବିଳମ୍ବିତ ରାତିରେ...
ବଲାଙ୍ଗିର– ଜିଲ୍ଲାର କଂଟାବାଞ୍ଜି ବ୍ଲକ ମୁରିବାହଲ ଥାନା ଅନ୍ତର୍ଗତ ସାଲେପଡ଼ା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣକ ଘରେ ପଶି ନଗଦ ୫...
ବାଲେଶ୍ୱର- ଜଳେଶ୍ୱର ଝାଡ଼େଶ୍ୱରପୁର ବସ୍ତିରୁ ୨୫୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା...
ଜୟପୁର– ଗରିବ ଅସହାୟ ପାଇଁ ସରକାରଙ୍କ କାହିଁ କେତେ ଯୋଜନା। ଆଉ ଏହି ସବୁ ଯୋଜନା ଯେମିତି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି...
error

Enjoy this blog? Please spread the word :)

Follow by Email
Instagram
Telegram