April 23, 2026

ଓଡିଶା

ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ କରୋନା ଭାଇରସ୍ ର ସଚେତନତା କାର୍ଯ୍ୟକ୍ରମ ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ଗୁନୁରାଣୀ ପଟ୍ଟନାୟକ ଏକ...
ନୂଆଦିଲ୍ଲୀ– ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଗୋକୁଲପୁରୀ ହତ୍ୟା ଓ ଦଙ୍ଗା ମାମଲାରେ ଅଭିଯୁକ୍ତ ଶାହନାୱାଜଙ୍କୁ ଶନିବାର ଦିନ ଗିରଫ କରିଛି। ଶାହନାୱାଜ ଦିଲବର ନେଗିଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଦଙ୍ଗା ସମୟରେ ପଞ୍ଜୀକୃତ ହୋଇଥିବା ବିଭିନ୍ନ  ମାମଲାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ନେଗିଙ୍କୁ ହତ୍ୟା ମାମଲାରେ  ଶାହନୱାଜକୁ ଗିରଫ କରିଛି । କ୍ରାଇମ ବ୍ରାଂଚ ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଫେବୃଆରୀ 26 ରେ ବ୍ରହ୍ମପୁରୀରୁ ଉତ୍ତରପ୍ରଦେଶର ଦିଲବର ସିଂ ନେଗିଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା .
ନୂଆଦିଲ୍ଲୀ / ମୁମ୍ବାଇ-  ଦେଶର ସର୍ବବୃହତ ତଥା ସରକାରୀ କ୍ଷେତ୍ରର  ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ୟେସ ବ୍ୟାଙ୍କର 49 ପ୍ରତିଶତ ଶେୟାର  କିଣି...
କଟକ– କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗତକାଲି ବିଳମ୍ବିତ ରାତିରେ...
error

Enjoy this blog? Please spread the word :)

Follow by Email
Instagram
Telegram