
ଜଗନ୍ନାଥ ପ୍ରସାଦ ଠାରେ ବିଜେପି ପକ୍ଷରୁ ଗଞ୍ଜାମ ଜିଲ୍ଲା ପାଳ ଙ୍କୁ 12ଦଫା ଦାବି ଜଣାଇବା ନିମନ୍ତେ ଜଗନ୍ନାଥ ପ୍ରସାଦ ତହିସିଲ ଦାରଙ୍କ ଜରିଆରେ ପ୍ରଦାନ କରା ଗଲା ସେଥିରେ 1.ଚାଷୀଙ୍କୁ ସାର ଯୋଗାଣ 2.ଚାଷୀଙ୍କୁ ଉପଯୁକ୍ତ ରେଜିଷ୍ଟ କରି ଉପଯୁକ୍ତ ମୂଲ୍ୟ ପ୍ରଦାନ 3.ପ୍ରଧାନମନ୍ତ୍ରୀ କିସାନ ଯୋଜନା ଚାଷୀଙ୍କୁ ଅନ୍ତର୍ଭୂକ୍ତ କରିବା 4.ସରକାର ଘୋଷଣା କରି ଥିବା ଉଠା ଦୋକାନୀ ଙ୍କୁ କୋଭିଡ ରେ ସହାୟତା ପ୍ରଦାନକରନ୍ତୁ 5.ବେଇମାନ ମୋରମ, ବାଲି, ଇଟା,
ପଥର ଚାଲାଣ ବନ୍ଦ ହୋଉ 6.ଚାଷ ଜମି ଙ୍କୁ ଜଳ ଯୋଗାଣ ଏବଂ ଜଳସେଚନ ସୁବିଧା 7.କୋଭିଡ ସମୟରେ କେନ୍ଦ୍ର କରିଥିବା ଟଙ୍କା ର ସାର୍ବଜନୀନ ହିସାବ କରାଯାଉ 8.ଚାଷୀଙ୍କୁ ବିହନ ଓ ସାର ଯୋଗାଣ ଦୁର୍ନୀତି ବନ୍ଦ କରି ତଦନ୍ତ କରାଯାଉ 9.ସରକାର ପ୍ରଦାନ କରିଥିବା ପ୍ରବାସୀ 2000ପ୍ରଦାନ ଶୀଘ୍ର କରାଯାଉ 10.ଚାଷୀକୁ କୃଷକ ଭତା ସହ ସନମାନ ଦିଆଯାଉ 11.ହରିଜନ, ଆଦିବାସୀ ପଟା ପ୍ରଦାନ କରାଯାଉ ଏଇ ସବୁ ଦାବି ନେଇ ତାରସିଙ୍ଗି ଜୋନ ମଣ୍ଡଳ ସଭାପତି ନୀଳାଞ୍ଚଳ ଖିଲାର ଙ୍କ ନେତୃତ୍ୱରେ ବିଜେପି କର୍ମୀ ଓ ନେତାଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ ପ୍ରଦାନ ବେଳେ ଜଗନ୍ନାଥ ପ୍ରସାଦ ମଣ୍ଡଳ ସଭାପତି ନିତ୍ୟାନନ୍ଦ ରଥ, ଅମୁଲ୍ୟ ପ୍ରଧାନ, ଦୁର୍ଗା ମାଧବ ପରିଛା, ଧୋବା ନାୟକ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ବାସୁଦେବ ନାୟକ, ସରୋଜ ନାୟକ, ବସନ୍ତ କୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ
ଗଞ୍ଜାମ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO