
ଗଞ୍ଜାମ ଜିଲ୍ଲାର ଜଗନ୍ନଥ ପ୍ରସାଦ ରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗଜଗନ୍ନାଥ ପ୍ରସାଦ ବ୍ଲକ ଗସ୍ତରେ ଆସି ମହାମାରୀ କୋଭିଡ ର ପରିଚାଳନା ନେଇ ସମୀକ୍ଷା କରିଛନ୍ତି ସ୍ଥାନୀୟ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ କୋଭିଡ ନିୟନ୍ତ୍ରଣ ମୁଖ୍ୟ ଭୂମିକା ନେଇଥିବା ସମସ୍ତ ନିର୍ବାଚିତ ଜନ ପ୍ରତିନିଧି, କୋଭିଡ ମନିଟର, ଆଶା, ଅଙ୍ଗନବାଡି, ଏବଂ ସରକାରୀ ଅଧିକାରୀ ଙ୍କ କାର୍ଯ୍ୟକଳାପ ପ୍ରଶଂସା କରିଥିଲେ ସାର ଦେଶରେ କୋଭିଡ ନିୟନ୍ତ୍ରଣ ଓ 92%ଆରୋଗ୍ୟ ହାର ଯୋଗୁଁ ଗଞ୍ଜାମ ଜିଲ୍ଲା ଏକ ନମ୍ବର ରହିଥିବା ଆଗାମୀ ତିନି ମାସରେ ପଞ୍ଚସୂତ୍ର ପାଳନ କରି ନିଜେ ବଂଚିବା ସହ ନିଜ ପରିବାରକୁ ବଞ୍ଚାଇବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ ଆଜି ସୁଦ୍ଧା ଜଗନ୍ନାଥ ପ୍ରସାଦ ବ୍ଲକରେ 9200ସାମ୍ପୁଲ ଟେଷ୍ଟ ହୋଇଛି ଜିଲ୍ଲାପାଳ ସୂଚନା ଦେବା ସହ କୋଭିଡ ଟୀକା ନ ଆସିବା ପ୍ରଜ୍ୟନ୍ତ ସଚେତନତା ରହିବାକୁ କହି ବକ୍ତବ୍ୟ ଶେଷ କରିଥିଲେ ଏଇ ସମୀକ୍ଷା ବୈଠକ ରେ ଗଞ୍ଜାମ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ, ତହସିଲଦାର ବାସୁଦେବ ପାଣ୍ଡେ, ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା, ଅତରିକ୍ତ ତହସିଲଦାର ବାରିଆଲ ମୁର୍ମୁ, ସିଡିପିଓ ମଣିବାଳା ନାୟକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଦାସ କିରଣ କୁମାର, ଆଞ୍ଚଳିକ ମହାବିଦ୍ୟାଳୟ ଓ ଡ଼ିଗ୍ରୀ କଲେଜ ର ଅଧକ୍ଷ ନୁରସିଂହ ଚରଣ ପ୍ରଧାନ, ସନାତନ ସାହୁ ଙ୍କ ସମେତ ବହୁ ରାଜ ନେତା ଉପସ୍ଥିତ ରହିଥିଲେ
ଗଞ୍ଜାମ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO