
ଜଗନ୍ନାଥ ପ୍ରସାଦ ର ସମାଜସେବୀ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଭଗବାନ ସାହୁ ଙ୍କ ହୃଦଘାତ ରେ ସ୍ଥାନିୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ଘଟିଛି. ମୁର୍ତ୍ତୁ ବେଳକୁ ତାଙ୍କୁ ମାତ୍ର 69ବର୍ଷ ବୟସ ହୋଇଥିଲା. ସେ ଏକାଧାରାରେ ଜଣେ ସମାଜ ସେବୀ, ସୁସାହିତିକ, ଆଦର୍ଶଶିକ୍ଷକ ଭାବରେ ପରିଚିତ ତାଙ୍କ ମୁର୍ତ୍ତୁ ଶଯ୍ୟା ନିକଟରେ ତାଙ୍କ ବଡ ପୁତ୍ର ଚନ୍ଦନ କୁମାର ସାହୁ, ସାନ ପୁତ୍ର ରଞ୍ଜନ କୁମାର ସାହୁ ଓ ତାଙ୍କ ସହ ଧର୍ମିଣୀ ଉପସ୍ଥିତ ଥିଲେ ତାଙ୍କର ଏଇ ଅକାଳ ବିୟୋଗ ରେ ଜଗନ୍ନାଥ ପ୍ରସାଦ ର ସମସ୍ତ ଜନସାଧାରଣ, ଶିକ୍ଷକ, ସରପଞ୍ଚ ଦେବୀ ପ୍ରସାଦ ମହାପାତ୍ର, ବିଜେପି ସଭାପତି ନିତ୍ୟାନନ୍ଦ ରଥ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO