ଭଦ୍ରକ– ଭଦ୍ରକ ଜିଲ୍ଲାର କରୋନା େଯାଦ୍ଧାମାନେ ଅକ୍ଳାନ୍ତ ପରିଶ୍ରମ କରି କରୋନାକୁ ମୁକାବିଲା କରୁଥିବା ବେଳେ ଜିଲ୍ଳାର ୮ଜଣ କୋବିଡ େଯାଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ଯରେ ଜଣେ ଆଶାକର୍ମୀ, ୬ ପୁଲିସ କର୍ମଚାରୀ, ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତ ହୋଇଛନ୍ତି। ଜିଲ୍ଳାପାଳ ଡ. ଜ୍ଞାନ ଦାସ ସ୍ବାସ୍ଥ୍ୟାବସ୍ଥା ସµର୍କରେ ପଚାରି ବୁଝିବା ସହିତ ସେମାନଙ୍କ ମନୋବଳକୁ ଦୃଢ କରିଛନ୍ତି। ଏଥିସହ ଜିଲ୍ଲାପାଳ ଡ. ଦାସ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Related Stories
May 16, 2024