
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ମୋଦିଜୀଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଉପଲକ୍ଷେ, ଅନୁଷ୍ଠିତ ହୋଇଥିବା, ଜନସମ୍ବାଦ ରାଲି ରେ ଉପସ୍ଥିତ ଥିବା ମାନନୀୟ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ଶ୍ରୀମତୀ ବିଜୟା ରାହଟ କର, ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ମାନନୀୟା ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମହିଳା ମୋର୍ଚ୍ଚା ର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଜିଲ୍ଲା ପ୍ରଭାରୀ ନିୟତୀ ଗିରି, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏବଂ ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର|ପୁରୀଜିଲ୍ଲାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମହିଳା ମୋର୍ଚ୍ଚାର ପୁରୀଜିଲ୍ଲା ସଭାନେତ୍ରୀ ଜ୍ୟୋତି ମହାପାତ୍ର| ଏହି କାର୍ଯ୍ୟକ୍ରମକୁ ସହଯୋଗ କରୁଥିବା ନେତ୍ରୀ ମାନେ ନଗର ସଭାନେତ୍ରୀ ଚୌଧୁରୀ ମନସ୍ବୀନି ଦାଶ, ଉପସଭାନେତ୍ରୀ ଚନ୍ଦ୍ରଲେଖା କର, ଉପସଭାନେତ୍ରୀ ସ୍ମିତାଞ୍ଜଳୀ ପତି, ସଂପାଦିକା ପୂର୍ଣ୍ଣିମା ସାହୁ, ସାଧାରଣ ସମ୍ପାଦିକା ଲଷ୍ମୀପ୍ରିୟା ସ୍ୱାଇଁ, ନିମାପଡା ମଣ୍ଡଳର ସାଧାରଣ ସମ୍ପାଦିକା ଝିଲ୍ଲୀଲତା ଦାଶ, ଶେଷରେ କାର୍ଯ୍ୟକ୍ରମକୁ ସମସ୍ତ ନେତୃବୃନ୍ଦଙ୍କୁ ନିମାପଡା N.A.C ର ମଣ୍ଡଳ ସଭାନେତ୍ରୀ ମିନଲତା ମହାନ୍ତି ଧନ୍ୟବାଦ ଦେଇ ସମାପନ କଲେ | ପୁରୀଜିଲ୍ଲା ମହିଳା ମୋର୍ଚ୍ଚା ର ସଭାନେତ୍ରୀ ଜ୍ୟୋତି ମହାପାତ୍ର ଏହି ସୂଚନା ଦେଇଥିଲେ |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO