
ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକର ବଜାରରେ ଥିବା ଲଷ୍ମୀନାରାୟଣ ସେବାସଂସ୍ଥା ତରଫରୁ କିଛି ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ସାମଗ୍ରୀ ବଣ୍ଟନ ହୋଇଛି ସେଥିରେ ବୃଦ୍ଧ, ବୃଦ୍ଧା ସ୍ୱାମୀ ପଚାରୁନଥିବା, ଆକ୍ରମନ୍ୟ ବୃଦ୍ଧା, କର୍କଟରୋଗରେ ପୀଡିତା ଭଳିଆ ଦୁଖୀ ରଙ୍କି ମାନଙ୍କୁ ସଂସ୍ଥାର ଭାଇ ମାନେ କୋରନା ର ଲକଡାଉନ ଆରମ୍ଭ ହେବାପରେ ପ୍ରତେକ ଲୋକଙ୍କୁ ଏକମାସ ନିମନ୍ତେ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଥିବା ଦେଖିବା କୁ ମିଳିଛି ଏଇ ପରି ଦୁଇ ମାସ ହେଲା ପ୍ରଦାନ କରି ଆସୁଛି ଚାଉଳ ଦଶକେଜି, ଡାଲି ଦୁଇ, ତେଲ ଏକ କେଜି ସହ ମସଲା, ଜିରା ଏବଂପନି ପରିବା ମଧ୍ୟ ପ୍ରଦାନ କରୁଛନ୍ତି ଏଇ ଧର୍ମ କାର୍ଯ୍ୟକ୍ରମ ଯୋଗୁଁ ସେବାକାରି ସଂସ୍ଥାର ସମସ୍ତଙ୍କୁ ଗ୍ରାମବାସୀଙ୍କ ସମତେ ଅସହାୟ ମାନେ ଧନ୍ୟବାଦ ପ୍ରଦାନ କରିଛନ୍ତି,.
ଗଞ୍ଜାମ ଜଗନ୍ନାଥପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କର ରିପୋର୍ଟ
