
ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଲକର ବଜାରରେ ଥିବା ଲଷ୍ମୀନାରାୟଣ ସେବାସଂସ୍ଥା ତରଫରୁ କିଛି ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ସାମଗ୍ରୀ ବଣ୍ଟନ ହୋଇଛି ସେଥିରେ ବୃଦ୍ଧ, ବୃଦ୍ଧା ସ୍ୱାମୀ ପଚାରୁନଥିବା, ଆକ୍ରମନ୍ୟ ବୃଦ୍ଧା, କର୍କଟରୋଗରେ ପୀଡିତା ଭଳିଆ ଦୁଖୀ ରଙ୍କି ମାନଙ୍କୁ ସଂସ୍ଥାର ଭାଇ ମାନେ କୋରନା ର ଲକଡାଉନ ଆରମ୍ଭ ହେବାପରେ ପ୍ରତେକ ଲୋକଙ୍କୁ ଏକମାସ ନିମନ୍ତେ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଥିବା ଦେଖିବା କୁ ମିଳିଛି ଏଇ ପରି ଦୁଇ ମାସ ହେଲା ପ୍ରଦାନ କରି ଆସୁଛି ଚାଉଳ ଦଶକେଜି, ଡାଲି ଦୁଇ, ତେଲ ଏକ କେଜି ସହ ମସଲା, ଜିରା ଏବଂପନି ପରିବା ମଧ୍ୟ ପ୍ରଦାନ କରୁଛନ୍ତି ଏଇ ଧର୍ମ କାର୍ଯ୍ୟକ୍ରମ ଯୋଗୁଁ ସେବାକାରି ସଂସ୍ଥାର ସମସ୍ତଙ୍କୁ ଗ୍ରାମବାସୀଙ୍କ ସମତେ ଅସହାୟ ମାନେ ଧନ୍ୟବାଦ ପ୍ରଦାନ କରିଛନ୍ତି,.
ଗଞ୍ଜାମ ଜଗନ୍ନାଥପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କର ରିପୋର୍ଟ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO