
ଜଗନ୍ନାଥ ପ୍ରସାଦ ବ୍ଲକର ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ କୋରନା ସହାୟତା ପାଇଁ ନିଜର ଗୋଟିଏ ଦିନର ଦରମା ଟ. 491815/-(ଚାରି ଲକ୍ଷ ଏକାନବେ ହଜାର ଆଠ ଶହ ପନ୍ଦର ଟଙ୍କା BEO -S. ଧନଞ୍ଜୟ, DEO -ଅମୁଲ୍ୟ କୁମାର ପ୍ରଧାନ, DPC -ବିନିତା ସେନାପତି, ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ପ୍ରାଥମିକ ଶିକ୍ଷକ ମାନେ କରୋନା ସହାୟତା ପାଇଁ ଗୋଟିଏ ଦିନରଦରମା ଦାନ କରିଥିବାରୁ ଜନସାଧାରଣ ଙ୍କ ପକ୍ଷରୁ ଶିକ୍ଷକ. ଶିକ୍ଷୟିତ୍ରୀ ଙ୍କୁ କୃତଜ୍ଞ ତା ଜଣାଇଛନ୍ତି l
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO