ରାଜଗାଙ୍ଗପୁର ନିକଟରେ ଥିବା କାଂଶବାହାଲ ଠାରେ ଥିବା L&T କାରଖାନା ର ମୁଖ୍ୟ ଫାଟକ ଆଗରେ ସ୍ଥାନୀୟ ବିସ୍ଥାପିତ ମାନେ ଧାରଣାରେ ବସିଛନ୍ତି। ଏହି ଧାରଣା ଫଳରେ କମ୍ପାନୀ କର୍ମଚାରୀ କାରଖାନା ଭିତରକୁ ପ୍ରବେଶ କରି ନପାରିବାରୁ କାରଖାନାର ଉତ୍ପାଦନ ବନ୍ଦ ରହିଛି । ଆନ୍ଦୋଳନକାରୀ ଙ୍କ କହିବା ଅନୁଯାୟୀ ତାଙ୍କଠାରୁ ଜାଗା ନେଇ କାରଖାନା ନିର୍ମାଣ କରିଥିଲେ କିନ୍ତୁ ସ୍ତାନୀୟ ପଢୁଆ ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି । ସେମାନେ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ଲୋକ ଯେଉଁମାନେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ମଧ୍ୟ ପ୍ରତାଡୀତ କରାଯାଉଛି । ସ୍ଥାନୀୟ କର୍ମଚାରୀ ଙ୍କୁ ବରିଷ୍ଟ ଭିତ୍ତିରେ ପଦୋନ୍ନତି ଦିଆ ଯାଉନାହି ଏବଂ କନିଷ୍ଟ ବାହାରିଆ କର୍ମଚାରୀ ଙ୍କୁ ପଦୋନ୍ନତି ଦିଆଯାଉଛି । ଏ ବିଷୟର କମ୍ପାନୀ କତ୍ତୃପକ୍ଷ ତଥା ସ୍ଥାନୀୟ ପ୍ରଶାସନ କୁ ବାରମ୍ବାର ଜଣାଇବା ସ୍ୱତେ ତାଙ୍କ କଥା ଶୁଣା ଯଉନଥିବାରୁ ସେମାନେ ଦାବି ପୂରଣ ନ ହେବା ଯାଏ ଫାଟକ ଆଗରେ ଧରଣା ରେ ବସିରହିବେ ବୋଲି ମନ୍ତ୍ୟବ୍ୟ ଦେଇଛନ୍ତି ।
I could not resist commenting. Perfectly written!
I am sure this paragraph has touched all the internet viewers, its really really good piece of
writing on building up new weblog. Ahaa, its fastidious discussion concerning
this article here at this website, I have read all that,
so at this time me also commenting at this place. http://ford.com