
ଜିରାବାଡି ଗ୍ରାମପଞ୍ଚାୟତ ଠାରେ ବାହାରୁ ଆସିରହୁଥିବା ଲୋକଙ୍କୁ ଏବଂ ଗ୍ରାମର ଗରିବଙ୍କ ପରିବାର ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି ଲଷ୍ମୀନାରାୟଣ ସ୍ୱୟଂ ସହାୟ ଗୋଷ୍ଠୀ ଦାୟିତ୍ୱ ନେଇ ଖାଦ୍ୟରନ୍ଧନ କରୁଛନ୍ତି, ଚେଇରମାନ ପ୍ରତିନିଧି ଶ୍ରୀଯୁକ୍ତ ଅନାଦି ବେହେରା, ସରପଞ୍ଚ ପ୍ରତିନିଧି ଉପେନ୍ଦ୍ର ବେହେରା, ଗ୍ରାମସେବକ ଶ୍ରୀଯୁକ୍ତ ଅରଖିତ ପ୍ରଧାନ, ନିରାକାର ପଣ୍ଡା, ହାଡୁ ବନ୍ଧୁ ଦାସ, ପ୍ରତିମା ପ୍ରଧାନ, ତନୟା ପାଳ ୱାର୍ଡ ମେମ୍ବର ଉପସ୍ଥିତ ଥିଲେ.

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO