ନୂଆଦିଲ୍ଲୀ – ଛତିଶଗଡର ସୁକମା ଠାରେ ମାଓବାଦୀ ମାନେ କରିଥିବା ଆକ୍ରମଣକୁ କଡା ଶବ୍ଦରେ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୍ଣସେ ଟ୍ୱିଟ କରି କହିଛନ୍ତି ଯେ ଛତିଶଗଡର ସୁକମା ଠାରେ ମାଓବାଦୀ ମାନଙ୍କ ଆକ୍ରମଣକୁ କଡା ଶବ୍ଦରେ ନିନ୍ଦା କରୁଛି । ଏହି ଆକ୍ରମଣରେ ଶହୀଦ ହୋଇଥିବା ଜବାନ ମାନଙ୍କୁ ଶ୍ରଦ୍ଧାଂଜଳି ଜଣାଇଛି । ତାଙ୍କର ସାହସକୁ କେବେ ଭୁଲି ହେବ ନାହିଁ ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO