
ନୂଆଦିଲ୍ଲୀ– ଅନ୍ତର୍ଜାତୀୟ ମହିଳା ଦିବସରେ ନାରୀ ଶକ୍ତିକୁ ନମନ କଲେ ପିଏମ ମୋଦି । ଏକ୍ସ ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଆମେ ମହିଳା ଶକ୍ତିକୁ ମହିଳା ଦିବସରେ ନମନ କରୁଛୁ। ଆମ ସରକାର ସର୍ବଦା ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କାମ କରିଛି, ଯାହା ଆମର ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରତିଫଳିତ ହେଉଛି। ଆଜି, ଯଥା ପ୍ରତିଜ୍ଞା ମୁତାବିକ, ମୋର ସୋସିଆଲ ମିଡିଆ ପ୍ରପର୍ଟିଗୁଡ଼ିକୁ ସେମାନଙ୍କ ପାଇଁ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଏକ ଛାପ ଛାଡ଼ୁଛନ୍ତି।