
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱିପ୍ରହର ସମୟରେ ପ୍ରାୟ ସାଢେ 1ଟା ବେଳେ ଭିସି ଜରିଆରେ ରୋଜଗାର ଉପରେ ପୋଷ୍ଟ ବଜେଟ୍ ୱେବିନାରରେ ଭାଗ ନେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସଂବୋଧନ ବି କରିବେ । ଏହି ୱେବିନାର ସରକାର, ଉଦ୍ୟୋଗ, ଶିକ୍ଷାବିତ ଓ ନାଗରିକଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବ ।