ଶିମଲା- ହିମାଚଳ ପ୍ରଦେଶରେ ପାଣିପାଗ ବଦଳିବ । ପାଣିପାଗ ବିଭାଗ ଆସନ୍ତା 4ରୁ 7 ଜାନୁୟାରୀ ଯାଏ ରାଜ୍ୟରେ ପାଗ ଖରାପ ରହିବାର ଆଶଙ୍କା କରାଯାଉଛି । ଏହି ସମୟରେ ରାଜ୍ୟର ସମତଳ ଓ ପାହାଡିଆ ଅଂଚଳରେ ବର୍ଷା ଓ ବରଫପାତର ପୂର୍ବାନୁମାନ କରାଯାଇଛି । ଶିମଲା, କୁଆରୀ, ନାରକଣ୍ଡା, ମନାଲି ଓ ଡଲହୋଜି ପରି ହିଲ୍ସ ଷ୍ଟେସନାୋ ଏହି ଥଣ୍ଡାରେ ଚତୁର୍ଥଥର ବରଫପାତ ହୋଇପାରେ । ଡିସେମ୍ବରରେ ପାହାଡିଆ ଅଂଚଳରେ ପୂର୍ବରୁ ତିନିଥର ହିମପାତ ହୋଇସାରିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO