ମାଲକାନଗିରି,ମଣ୍ଡିରେ ଅଵ୍ୟବସ୍ଥା ଓ ଧାନର ମାନ ବୃଦ୍ଧି ଦାବିରେ ତାତିଲେ ଚାଷୀ । ଧାନ ବସ୍ତା ରଖି କଲେ ରାସ୍ତାରୋକ । ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । ନାୟକଗୁଡାରେ ମୁଖ୍ୟରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଫଳରେ ମାଲକାନଗିରି-ଜୟପୁର ଜାତୀୟ ରାଜପଥରେ ଯୋଗାଯୋଗ ବନ୍ଦ ରହିଛି । ଚାଷୀଙ୍କ ଦାବି ହଜାରେ ନୁହଁ ୨ ହଜାର କ୍ବିଣ୍ଟାଲ ଧାନ ନିଆଯାଉ!ଟାର୍ଗେଟ ଅନୁସାରେ ମଣ୍ତିରେ ଧାନ ବିକ୍ରି କରିପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ଏପରି ଅସନ୍ତୋଷ ଦେଖିବାକୁ ମିଳିଛି ।
Related Stories
January 16, 2025