![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଗାଜିୟାବାଦ– ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଜିୟାବାଦ ଗସ୍ତ ସ୍ଥଗିତ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକରେ ଘୋଷିତ ରାଷ୍ଟ୍ରିୟ ଶୋକ ଚାଲିଥିବାରୁ ନମୋ ଭାରତ ଟ୍ରେନ୍ କୁ ସବୁଜ ପତକା ଦେଖାଇବା କାର୍ଯ୍ୟକ୍ରମ ବର୍ତମାନ ପାଇଁ ସ୍ଥଗିତ ରହିଛି । ପ୍ରଧାନମନ୍ତ୍ରୀ ଡିସେମ୍ବର ୨୯ରେ ସାହିବାବାଦରୁ ନ୍ୟୁ ଅଶୋକ ନଗର (ଦିଲ୍ଲୀ) ମଧ୍ୟରେ ନମୋ ଭାରତ ଟ୍ରେନ୍ ର ଚଳାଚଳକୁ ସବୁଜ ପତାକା ଦେଖାଇବାକୁ ଆସିବାର ଥିଲା ।