ଇମ୍ଫାଲ– ଭାରତ-ମିଆଁମାର ସୀମାବର୍ତ୍ତୀ ଅଂଚଳରେ ସୁରକ୍ଷାବଳ ପକ୍ଷରୁ ଚଳାଯାଉଥିବା ଅଭିଯାନ ସମୟରେ ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି । ମଣିପୁର ପୋଲିସ ରବିବାର କହିଛି ଯେ, ସୀମାବର୍ତ୍ତୀ କାଂଗପୋକପି ଜିଲ୍ଲାରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋଟକ ଜବତ କରାଯାଇଛି ।
ତଲାସୀ ଅଭିଯାନ ସମୟରେ ରାଇଫଲ, ପିସ୍ତଲ,ବୋଲ୍ଟ ଆକ୍ସନ ରାଇଫଲ, ହ୍ୟାଣ୍ଡ ଗ୍ରେନେଡ, ବିସ୍ଫୋରକ, ଡିଟୋନେଟର ପ୍ରମୁଖ ଜବତ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO