ନୂଆଦିଲ୍ଲୀ– ୪୩ତମ ଭାରତୀୟ ଆନ୍ତର୍ଜାତିକ ବାଣିଜ୍ୟ ମେଳା (ଆଇଆଇଟିଏଫ)-୨୦୨୪ରେ ସାମାଜିକ ନ୍ୟାୟ ଏବଂ ଅଧିକାର ମନ୍ତ୍ରାଳୟର ସହଯୋଗରୁ ବଂଚିତ କାରିଗରଙ୍କ ଦ୍ୱାରା ଲଗାଯାଇଥିବା ଷ୍ଟଲ୍ ରେ ଅପ୍ରତ୍ୟାଶିତ ସଂଖ୍ୟାରେ ଆଗନ୍ତୁକ ଆସିଥିଲେ । ଏବଂ ପ୍ରାୟ ୫.୮୫ କୋଟି ଟଙ୍କାର ରେକର୍ଡ଼ ସଂଖ୍ୟକ କାରବାର ହୋଇଛି ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO