ଭୁବନେଶ୍ୱର– ଭଗବାନ ବିରସା ମୁଣ୍ଡାଙ୍କ ବଂଶଧର ମଙ୍ଗଲ ମୁଣ୍ଡାଙ୍କ ବିୟୋଗରେ କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଶୋକ ପ୍ରକାଶ କରିଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଧରତୀ ଆବା ଭଗବାନ ବିରସା ମୁଣ୍ଡାଙ୍କ ବଂଶଜ ମଙ୍ଗଲ ମୁଣ୍ଡାଙ୍କ ଅସାମୟିକ ବିୟୋଗର ଖବର ଅତ୍ୟନ୍ତ ଦୁଃଖଦାୟକ । ଈଶ୍ୱର ଦିବଙ୍ଗତ ଆତ୍ମାକୁ ନିଜର ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଓ ଶୋକ ସନ୍ତପ୍ତ ପରିବାରଙ୍କୁ ଏହି ଦୁଃଖକୁ ସହ୍ୟ କରିବାକୁ ଶକ୍ତି ପ୍ରଦାନ କରନ୍ତୁ ।
Related Stories
December 12, 2024