ଭୁବନେଶ୍ୱର– ବିଜେପି ବିଧାୟକ ସନାତନ ବିଜୁଳି ଆଜି ବିଧାନସଭାରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗ ଉଠାଇଛନ୍ତି ଓ ଏହା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ।
ଶୂନ୍ୟକାଳରେ ଶ୍ରୀ ବିଜୁଳି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଏହି ପ୍ରସଙ୍ଗ ରାଜ୍ୟ ଓ ରାଷ୍ଟ୍ରର ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ପୂର୍ବ ସରକାର ସମୟରେ ବାଙ୍ଗଲାଦେଶୀ ଅନୁପ୍ରବେଶ ବଢିଛି । ସେମାନେ ଆଧାରକାର୍ଡ଼, ରାସନ କାର୍ଡ ହାତେଇଛନ୍ତି । ରାଜନୀତି ଲାଗି କରାଯାଇଛି । ରାଜ୍ୟର ଅଧିକାଂଶ ବାଂଲାଦେଶୀ ଏବେ ରାଜମିସ୍ତ୍ରୀ ଏବଂ କାଠ ମିସ୍ତ୍ରୀ ସାଜିଛନ୍ତି । ଏହା ବନ୍ଦ ହେବା ଦରକାର ।
Related Stories
December 12, 2024