ଲାହୋର– ପାକିସ୍ତାନର ପଂଜାବ ପ୍ରାନ୍ତର ମିୟାଂୱାଲିର ମଲ୍ଲା ଖେଳର ପାହାଡିଆ ଅଂଚଳରେ ପୋଲିସ ଏନକାଉଣ୍ଟରରେ 10 ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନା ମୁତାବକ ଏଠାରେ 10ରୁ 15 ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିଥିଲା । ଏହାପରେ ମିୟାଂୱାଲିର ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ଏବଂ ଆତଙ୍କବାଦୀକୁ ଘେରିଯାଇଥିଲା । ଆତଙ୍କବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସ ଏହାର ଜବାବରେ 10 ଆତଙ୍କବାଦୀକୁ ମାରିଥିବା ସୂଚନା ମିଳିଛି ।
Related Stories
January 19, 2025