ରାଉରକେଲା– ରାଉରକେଲା ଷ୍ଟିଲ୍ ପ୍ଲାଂଟରେ ଘଟିଛି ଅଘଟଣ । ଏମଏସ- ୧ ୟୁନିଟ୍ ରେ ଆଜି ସକାଳେ ବିସ୍ଫୋରଣ ଯୋଗୁଁ ଏହି ଅଘଟଣ ଘଟିଛି । ଦୁର୍ଘଟଣାରେ ୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକ ମାନଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ ବିସ୍ଫୋରଣର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି ।
Related Stories
October 3, 2024
October 3, 2024