ନୂଆଦିଲ୍ଲୀ– ଚିକାଗୋ ଉଦବୋଧନର ବର୍ଷପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, 1893 ମସିହା ଆଜିର ଦିନରେ ସ୍ୱାମୀ ବିବେକାନନ୍ଦ ଚିକାଗୋରେ ଐତିହାସିକ ଉଦବୋଧନ ଦେଇଥିଲେ । ସେ ଏକତା, ଶାନ୍ତି ଏବଂ ଭାଇଚାରା ବିଷୟରେ ଭାରତର ପୁରୁଣା ବାର୍ତ୍ତାକୁ ବିଶ୍ୱରେ ପରିଚିତ କରାଇଥିଲେ । ତାଙ୍କ ବାର୍ତ୍ତା ପ୍ରତି ପିଢିଙ୍କୁ ପ୍ରେରଣା ଯୋଗାଇଥାଏ, ଆମକୁ ଏକତା ଏବଂ ସୌହାର୍ଦ୍ଦ୍ୟର ଶକ୍ତି ମନେ ପକାଇଥାଏ ।
Related Stories
October 9, 2024