ନୂଆଦିଲ୍ଲୀ– ଚିକାଗୋ ଉଦବୋଧନର 131ତମ ବର୍ଷପୂର୍ତିର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଉଦବୋଧନର 131ତମ ବର୍ଷପୂରଣ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ସ୍ୱାମୀ ବିବେକାନନ୍ଦଙ୍କ ବିଚାରକୁ ଆତ୍ମସାତ କରି ନୂଆ ଭାରତର ନିର୍ମାଣରେ ଆମ ସମସ୍ତେ ନିଜର ଭୂମିକା ନିର୍ବାହନ କରିପାରିବା ।
Related Stories
October 9, 2024
October 9, 2024