ମାଲକାନଗିରି, ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଯୋଡ଼ାମ୍ବ ହସ୍ପିଟାଲ ଭିତରେ ପଶିଲା ପାଣି । ଚିକିତ୍ସା ବାଧାପ୍ରାପ୍ତ ହୋଇଥିବା ବେଳେ ହସ୍ପିଟାଲର ପାଣି ନିଷ୍କାସନ କରୁଛନ୍ତି ଡାକ୍ତର ଓ କର୍ମଚାରୀ । ପାଣି ଭିତରେ ବୁଡି ରୋଗୀଙ୍କୁ ମେଡ଼ିସିନ ଦେବା ସହ ଚିକିତ୍ସା କରୁଛନ୍ତି ଡାକ୍ତର । ହସ୍ପିଟାଲଟି ତଳିଆ ଅଞ୍ଚଳରେ ଥିବା ଯୋଗୁଁ ଅଧିକ ବର୍ଷା ହେଲେ ଭିତରେ ପାଣି ପଶି ଯାଉଥିବା ଦେଖିବାକୁ ମିଳିଛି ।
Related Stories
October 6, 2024
October 6, 2024