କୋଲକାତା– ଆର.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଏବଂ ଭ୍ରଷ୍ଟାଚାର ବିରୋଧରେ ତୃଣମୂଳ କଂଗ୍ରେସର ରାଜ୍ୟସଭା ସଦସ୍ୟ ଜବାହାର ସରକାର ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏଥି ସହିତ ସେ ରାଜନୀତିରୁ ସନ୍ୟାସ ନେବା ନେଇ ମଧ୍ୟ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଲମ୍ବା ଚିଠି ଲେଖି ସେ ଏହି ମାମଲାରେ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପର ତୀବ୍ର ନିନ୍ଦା କରିଛନ୍ତି ।
Related Stories
October 6, 2024