ଗଂଜାମ, ଗଂଜାମ ଜିଲାରେ ସୁଭଦ୍ରା ଯୋଜନା ପାଇଁ ପର୍ମ ବଣ୍ଟନ କାର୍ଯ୍ୟକ୍ରମ ଆଜି ସଂଧ୍ୟା ସୁଦ୍ଧା ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ଜଣାପଡ଼ିଛି । ପିତ୍ତଳ ପଂଚାୟତରେ ଅଂଗନବାଡି କର୍ମୀମାନେ ଘରକୁ ଘର ବୁଲି ମହିଳା ମାନଙ୍କୁ ଏହି ଆବେଦନ ଫର୍ମ ବିତରଣ କରିଛନ୍ତି । ଆସନ୍ତାକାଲି ଠାରୁ ଏଥିପାଇଁ ମହିଳା ମାନେ ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ର ମାଧ୍ୟମରେ ମାଗଣାରେ ଅନଲାଇନରେ ପଂଜିକରଣ କରିବେ।
Related Stories
October 9, 2024
October 9, 2024