ନୂଆଦିଲ୍ଲୀ– ସୁପ୍ରିମକୋର୍ଟ ସାଂସଦ ସ୍ୱାତୀ ମାଲିୱାଲଙ୍କ ସହିତ ମାରପିଟ ମାମଲାରେ ଗିରଫ ବିଭବ କୁମାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବେଂଚ ଜାମିନରେ ତାଙ୍କୁ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବିଭବଙ୍କ ପିଟିସନ ଉପରେ ଶୁଣାଣି କରି ଅଗଷ୍ଟ 1ରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଥିଲେ । ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଜୁଲାଇ 12ରେ ବିଭବଙ୍କ ଜାମିନ ପିଟିସନ ଖାରଜ କରିଦେଇଥିଲେ ।
Related Stories
October 9, 2024