ପାଟଣା-ଜନତା ଦଳ ୟୁନାଇଟେଡର ପ୍ରଦେଶ ଅଧ୍ୟକ୍ଷ ଉମେଶ କୁଶୱାଡ ଶନିବାର ବିହାର ପ୍ରଦେଶ କମିଟି ଭଙ୍ଗ କରିବାର ,କ ଘଂଟା ଭିତରେ ଏକ ନୂଆ ପ୍ରଦେଶ କମିଟି ଘୋଷଣା କରିଛନ୍ତି । ପାର୍ଟିର 115 ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରାଯାଇଛି । ଜେଡିୟୁର ପୁରୁଣା କମିଟିରେ 550ଜଣ ସଦସ୍ୟ ଥିବା ବେଳେ ନୂଆ କମିଟିରେ ଏହାକୁ ହ୍ରାସ କରି 115 କରାଯାଇଛି । ନୂଆ କମିଟିରେ 10 ୁପାଧ୍ୟକ୍ଷ, 49 ମହାସଚିବ, 46 ସଚିବ, 9 ଜଣ ପ୍ରବକ୍ତାଙ୍କ ସମେତ ଜଣେ କୋଷାଧ୍ୟକ୍ଷ ଅଛନ୍ତି ।