ନୁଆଦିଲ୍ଲୀ -ବୈଦେଶିକ ବ୍ୟାପାର ମନ୍ତ୍ରୀ ସୋମବାର ସୁଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗ୍ରସ୍ତ ବିଷୟରେ ଅଧିକ ସୁଚନା ପରେ ଦିଆଯିବ। ସୁଚନାନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ମାସରେ କିବ ଗ୍ରସ୍ତ କରିପାରନ୍ତି।2022 ୟୁକ୍ରେନ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶ ଗୁଡିକ ମସ୍କୋ ଉପରେ କଡା ପ୍ରତିବନ୍ଧକ ଲଗାଇଛନ୍ତି କିନ୍ତୁ ଭାରତ ଓ ଚୀନ ଭଳି ବନ୍ଧୁତ୍ୱପୁର୍ଣ୍ଣ ଦେଶ ଏହା ସହ ବନ୍ଧୁତ୍ୱ ଜାରି ରଖିଛନ୍ତି।ସୁଚନାନୁସାରେ ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ଗ୍ରସ୍ତ କରିବେ।ରୁଷ ସହ ବିବାଦ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ପ୍ରଥମୟୁକ୍ରେନ ଗ୍ରସ୍ତ।ସୁଚନାଯୋଗ୍ୟ ମସ୍କୋରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାର ପ୍ରାୟ ମାସେ ପରେ ପ୍ରଧାନମନ୍ତ୍ରୀ ଏହି ଗ୍ରସ୍ତ କରିବେ।
Related Stories
September 19, 2024