ନୁଆଦିଲ୍ଲୀ -ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନି ଦିନିଆ ବିଦେଶ ଗ୍ରସ୍ତରେ ନ୍ୟୁଜିଲାଣ୍ଡର ୱେଲିଂଟନରେ ପହଁଞ୍ଚିଛନ୍ତି।ସେଠାରେ ପହଁଞ୍ଚିବାପରେ ରାଷ୍ଟ୍ରପତିଙ୍କୁ ରୟାଲ ଗାର୍ଡ ଅଫ ଅନର ଦିଆଯାଇଛି ।ରାଷ୍ଟ୍ରପତିଙ୍କୁ ନିଉଜଲାଣ୍ଡର ପାରମ୍ପରିକ ପୋହିରି ସମାରୋହ ସହ ଅଭିବାଦନ କରାଯାଇଛି।ନିଉଜଲାଣ୍ଡରେ ରାଷ୍ଟ୍ରପତି ମୁର୍ମୁ ଦୁଇ ଦେଶର ସମ୍ପର୍କକୁ ସୁଦୃଢ କରିବା ନେଇ ଆଲୋଚନା କରିବାର କାଯ୍ୟକ୍ରମ ରହିଛି।
Related Stories
January 16, 2025