
ନୂଆପଡା-ନୂଆପଡା ଜିଲ୍ଲା ଖଡିଆଳ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ କପ କ୍ରିକେଟ ଟୁର୍ଣ୍ଣାମେ ଶନିବାର ଷଷ୍ଟ ଦିନରେ ପହôଛି । ଆଜିର ମ୍ୟାଚ ଲାଲସାହେବପଡା ଏବଂ ଚିନ୍ଦାଗୁଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଚିନ୍ଦାଗୁଡା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୨୧ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଜବାବରେ ଲାଲସାହେବପଡା ଦଳ ୨୦ ଓଭରରେ ୯୮ ରନ କରି ୮ ଓ୍ବିକେଟ ହରାଇ ପରାଜିତ ହୋଇଥିଲା । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଦେବରାଜ ବାଗ େଯାଗଦାନ କରି ଖେଳାଳି ମାନଙ୍କୁ ଉସôାହିତ କରିଥିଲେ । ସଭାପତି ଦେବେନ୍ଦ୍ର କୁମାର, ଉପସଭାପତି ରାଜ ସିନ୍ଦୁର, ସµାଦକ ଶିବ ଦୀପ, କୋଷାଧ୍ୟକ୍ଷ ରିତେଶ ଖାଣ୍ଡେକର, ଆକାଶ ଦୀପ, ପ୍ରମୋଦ ସାଗର, ହିତେଶ କୁମାର, ବିଲାସ କୁମାର, ଅନିଲ ସିନ୍ଦୁର, ସୁମିତ କୁମାର, ସମ୍ରାଟ ପାତ୍ର, ସଷ୍ଟମ ଦୀପ, ରାଜ ସିନ୍ଦୁର, ଇଜାର ତାଣ୍ଡି, ମିଥୁନ ସିନ୍ଦୁର, ରୋହିତ ଦୀପ, ପ୍ରମୋଦ ସାଗର, ଛବିଲା ଦୀପ, ଚକ୍ର କୁମାର, ବିକାଶ କୁମାରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ନେତୃତ୍ବ ନେଉଛନ୍ତି ।