କୋଲକାତା, ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ସୁକାନ୍ତ ମଜୁମଦାର କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଶିକ୍ଷା ରାଜ୍ୟ ମନ୍ତ୍ରୀ ରୂପେ ପଦ ଭାର ସମ୍ଭାଳିବା ପୂର୍ବରୁ ଦଳର ନେତା ଦିଲ୍ଲୀପ ଘୋଷଙ୍କ ପାଦ ଛୁଇଁ ଆର୍ଶିବାଦ ନେଇଛନ୍ତି ।
ଦିଲ୍ଲୀପ ଘୋଷ ସୁକାନ୍ତ ମଜୁମଦାରଙ୍କ ପୂର୍ବରୁ ପଶ୍ଚିମବଙ୍ଗ ଭାଜପାର ଅଧ୍ୟକ୍ଷ ଥିଲେ ।

Editor
ଆମ ସମ୍ପର୍କରେ ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ । HEMANT KUMAR TIWARI MANAGING EDITOR CUM CEO