ରାୟପୁର/ଡୋଂଗରଗଡ, ରାଜନାଂଦଗାଂଓ ଜିଲ୍ଲାର ଡୋଂଗରଗଡରେ ଆଜି ସକାଳେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ମା ବଲ୍ମେଶ୍ଵରୀ ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ଡୋଂଗରଗଡ଼ ରାଇସ୍ ମିଲ୍ ଆସୋସିଏସନର ଅଧ୍ୟକ୍ଷ ମନୋଜ ଅଗ୍ରୱାଲଙ୍କ ଘରେ ଚଢ଼ଉ କରିଛି ।
ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ମନୋଜ ଅଗ୍ରୱାଲଙ୍କ ଘରେ ଆଜି ସକାଳ ୫ଟା ଠାରୁ ଇଡି ଚଢ଼ଉ ଜାରି ରଖିଛି । ଇଡିର ଅଧିକାରୀ-କର୍ମଚାରୀ ମାନେ ଦୁଇଟି ଗାଡିରେ ଯାଇ ମନୋଜଙ୍କ ଘରେ ପହଂଚିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO