ଗୌହ୍ୱାଟୀ,ଆସାମର 14 ଲୋକସଭା ସିଟରୁ 11ଟି ସିଟରେ ବିଜେପି ମେଂଟ ଆଗୁଆ ରହିଛି । ଗୋଟିଏ ସିଟକୁ ଛାଡିଦେଲେ ବାକି ସମସ୍ତ ସିଟରେ ବିଜେପି ମେଂଟ ବହୁତ ଆଗରେ ରହିଛି । କଂଗ୍ରେସ ପାର୍ଟି ତିନୋଟି ସିଟରେ ଭଲ ପ୍ରଦର୍ଶନ କରୁଛି ।
ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ବିଜେପି ରାଜ୍ୟର 9ଟି ସିଟରେ ଆଗରେ ରହିଛି । ଦରଙ୍ଗ-ଉଦାଲଗୁଡି, ଗୌହ୍ୱାଟୀ, ଡିଫୁ, କରିମଗଂଜ, ସିଲଚର, କାଜିରଙ୍ଗା, ତେଜପୁର, ଲଖିମପୁର, ଦୁବ୍ରିଗଡରେ ଆଗରେ ରହିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO