ଧାର, କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧିନରେ ଧାରର ଭୋଜଶାଳାରେ ବୈଜ୍ଞାନିକ ପଦ୍ଧତିରେ ସର୍ବେକ୍ଷଣର ଆଜି ୩୦ତମ ଦିନ ଅଟେ । କୋର୍ଟ ୬ ସପ୍ତାହ ସମୟ ଦେଇଥିଲେ । ଆଉ ଦୁଇ ସପ୍ତାହ ସମୟ ବାକି ରହିଛି ।
ଶନିବାର ସକାଳେ ଏଏସଆଇର ୨୨ ଜଣ ଅଧିକାରୀ, କର୍ମଚାରୀ, ୨୪ ଜଣ ଶ୍ରମିକ ଏବଂ ପକ୍ଷକାର ମାନେ ଭୋଜଶାଳା ପରିସରରେ ପ୍ରବେଶ କରିଥିଲେ । ସର୍ଭେ କାର୍ଯ୍ୟ ଜାରି ରହିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO