
ମୁମ୍ବାଇ, ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜ୍ଜୁନ ସମ୍ପ୍ରତି ନିଜର ଆସିବାକୁ ଥିବା ଫିଲ୍ମ ପୁଷ୍ପା-୨ କୁ ନେଇ ଖବର ହେଡଲାଇନ୍ ରେ ଅଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ଆଜି ପୁଷ୍ପା-୨ ର ଟିଜର୍ ଆଉଟ୍ ରିଲିଜ୍ କରାଯାଇଛି । ଅନ୍ୟପକ୍ଷରେ ଟିଜର୍ ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସୁକତା ବଢିଛି । ୧୫ ଅଗଷ୍ଟରେ ଏହି ସିନେମା ହଲ୍ କୁ ଆସିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଫିଲ୍ମ ‘ପୁଷ୍ପା : ଦି ରାଇଜ୍’ ୨୦୨୧ ରେ ମୁକ୍ତିଲାଭ କରିଥିଲା ।