![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଉତ୍ତରକାଶୀ, ଉତ୍ତରକାଶୀରେ ଗଙ୍ଗୋତ୍ରୀ ଧାମ ଓ ଯମୁନେତ୍ରୀ ଧାମ ସହିତ ଉଚ୍ଚ ଅଂଚଳରେ ବରଫପାତ ହୋଇଛି । ଗଙ୍ଗୋତ୍ରୀ ଧାମର ରାୱଲ ରାଜେଶ ସେମୱାଲ କହିଛନ୍ତି ଯେ, ଶନିବାର ସକାଳୁ ଏଠାରେ ତଳୁଆ ଅଂଚଳରେ ବର୍ଷା ହେଉଛଇ । ସେହିପରି ଗଙ୍ଗୋତ୍ରୀ ଧାମ ସହିତ ଉଚ୍ଚ ଅଂଚଳରେ ବରଫପାତ ହେଉଛି । ବର୍ଷା ଓ ବରଫପାତ ହେବା କାରଣରୁ ପାଗ ଥଣ୍ଡା ରହିଛି । ସେହିପରି ଯମୁନେତ୍ରୀ ଧାମରେ ବି ବରଫପାତ ହୋଇଛି ।