![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର, ଗୁଡ୍ ଫ୍ରାଇଡେ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ଆଜି ଏହି ଗୁଡ୍ ଫ୍ରାଇଡେ ଅବସରରେ ଆମେ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନକୁ ମନେ ପକାଇବା । ସେ ଶିଖାଇଥିବା ଶିକ୍ଷାରୁ ସମସ୍ତେ ଦୟା ଓ କ୍ଷମାର ଶିକ୍ଷା ପାଇପାରିବେ ।