ପାଟଣା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିନିକିଆ ବିହାର ଗସ୍ତରେ ଶନିବାର ଦ୍ୱିପ୍ରହରରେ ପାଟଣାରେ ପହଂଚିଛନ୍ତି । ପାଟଣା ଏୟାରପୋର୍ଟରେ ବିହାରର ବିଜେପି ନେତାମାନେ ତାଙ୍କ ସ୍ୱାଗତ କରିଥିଲେ । ରାଜ୍ୟରେ ଏନଡିଏ ସରକାର ଗଠନ ହେବା ପରେ ଏହା ଶାହଙ୍କ ପ୍ରଥମ ବିହାର ଗସ୍ତ ଅଟେ ।