
ଅଗରତାଲା, ଅଗରତାଲା ରେଲୱେ ଷ୍ଟେସନରେ 7ଜଣ ବାଂଲାଦେଶୀ ନାଗରିକ ଓ ତିନିଜଣ ଭାରତୀୟ ଦଲାଲଙ୍କୁ ଗିରଫ କରାଯାଇଛି । ପୋଲିସ ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଭାରତୀୟ ଦଲାଲ ସହାୟତାରେ ବାଂଲାଦେଶର 7ଜଣ ନାଗରିକ ବେଆଇନ ଭାବେ ଭାରତ ଭିତରକୁ ପ୍ରବେଶ କରୁଥିଲେ ।