ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ସ୍ଥିତ ବାଲ ବାଟିକାରେ ପିଲାମାନଙ୍କ ସହ ସମୟ ଅତିବାହିତ କରିଥିଲେ ।
ପିଲାମାନଙ୍କ ସହ ସମୟ ଅତିବାହିତ କରିବା ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଶକ୍ତିପ୍ରଦ ବୋଲି ସେ ଟୁଇଟ୍ କରିଛନ୍ତି ।
“ନିଷ୍ପାପ ପିଲାମାନଙ୍କ ସହିତ କିଛି ମୁହୂର୍ତ୍ତର ଆନନ୍ଦ! ସେମାନଙ୍କର ଶକ୍ତି ଏବଂ ଉତ୍ସାହ ମନରେ ଖୁସି ଭରି ଦେଲା”
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO