ନୁଆଦିଲ୍ଲୀ , ଉପରାଷ୍ଟ୍ରପତି ଜଗ୍ଦୀପ ଧନଖଡ ଆଜି (ଶନିବାର) ଚଣ୍ଡିଗଡ ଯିବେ । ସେଠାରେ ସେ ପଂଜାବ ବିଶ୍ୱବିଦ୍ୟାଳୟର ୭୦ ତମ ବାର୍ଷିକ ଦୀକ୍ଷାନ୍ତ ସମାରୋହରେ ବତୋର ମୁଖ୍ୟ ଅତିଥି ଭାବରେ ସାମିଲ ହେବେ ।
ଉପରାଷ୍ଟ୍ରପତି ସଚିବାଳୟ ଅନୁସାରେ ପଂଜାବ ବିଶ୍ୱବିଦ୍ୟାଳୟର କୁଳାଧିପତି ତାଙ୍କ ଯାତ୍ର ଅବସରରେ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ସଦସ୍ୟ ଏବଂ ସିନେଟ ସଦସ୍ୟ ସହିତ କେତେକ ବୈଠକ ମଧ୍ୟ କରିବେ ବୋଲି ସୂଚନା ରହିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO